ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

0
20


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ନିଜର ଛୁଟି ଏନ୍‌ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍‌ ହଟ୍‌ ଅନ୍ଦାଜରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରମ ଆକାଉଣ୍ଟରେ ଶେୟାର କରିଛନ୍ତି।

View this post on Instagram

Profiting from my day nowadays.. sunshine and blue sea.. there couldn’t be a happier position for me! 🏝💥👙💦❤️ . @clubmedkani #clubmed #tailormedhappiness #tailormedexperience #clubmedmaldives

A submit shared by means of Mandira Bedi (@mandirabedi) on Jul 22, 2019 at 6:38am PDT

ଏହି ଫଟୋରେ ମନ୍ଦିରା ଏକ ରେଡ୍‌ କଲର୍‌ ବିକିନିରେ ଏକଦମ୍‌ ବୋଲ୍ଡ ଲାଗୁଛନ୍ତି। ନିଜ ଲୁକ୍‌କୁ କମ୍ପିଲଟ୍‌ କରିବା ପାଇଁ ମନ୍ଦିରା ବିକିନ୍‌ ସହ ମ୍ୟାଚ୍‌ କରି ମୁଣ୍ଡରେ ସେହି କଲର୍‌ ହେୟାର ବ୍ୟାଣ୍ଡ ମଧ୍ୟ ପିନ୍ଧିଛନ୍ତି। ଫିଟ୍‌ନେସ୍‌ ଫ୍ରିକ୍‌ ମନ୍ଦିରା ଇନ୍‌ଷ୍ଟାରେ ନିଜର ଏହି ଫଟୋ ସେୟାର କରି ଲେଖିଛନ୍ତି,’ଆଜି ମୁଁ ନିଜ ଦିନର ପୂରା ମଜା ନେଉଛି। ସୂର୍ଯ୍ୟ କିରଣ ଓ ନୀଳ ସମୁଦ୍ର…ଏହାଠୁ ଭଲ ଜାଗା ମୋଁ ପାଇଁ ଆଉ କେଉଁଠି ନାହିଁ।’

ଫଟୋଟି ଶେୟାର କରିବାର ମାତ୍ର କିଛି ସମୟ ଭିତରେ ହିଁ ଭାଇରାଲ୍‌ ହୋଇଯାଇଥିଲା। ଏହି ପୋଷ୍ଟରେ ମନ୍ଦିରାଙ୍କ ଫ୍ୟାନ୍ସଙ୍କ ସହ ବଲିଉଡ ସେଲେବ୍ରିଟିମାନେ ମଧ୍ୟ କମେଣ୍ଟ ଦେଇଛନ୍ତି। ପ୍ରାୟ ସମସ୍ତେ ମନ୍ଦିରାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ବେଶ୍ ଆକର୍ଷଣୀୟ ବୋଲି କହୁଛନ୍ତି।

View this post on Instagram

Me and this #Kayak conquered the prime seas at @clubmedkani !! 💦🏝👙💥❤️ . . @clubmedkani #clubmed #tailormedhappiness #tailormedexperience #clubmedmaldives

A submit shared by means of Mandira Bedi (@mandirabedi) on Jul 23, 2019 at 10:44pm PDT

ମନ୍ଦିରାଙ୍କ ୱର୍କ ଫ୍ରଣ୍ଟ କଥା କହିଲେ, ସେ ଶାହାରୁଖ ଓ କାଜଲଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିଆ ଲେଯାଏଙ୍ଗେ’ରେ ନଜର ଆସିଥିଲେ। ଏହାପରେ ସେ ‘CID’ ଓ ‘କ୍ୟୁଁ କି ସାସ୍ ଭି କଭି ବହୁ ଥି’ ପରି ହିଟ୍‌ ସିରିୟଲରେ ଅଭିନୟ କରିଥିଲେ। ମନ୍ଦିରା ‘ଫେମ୍‌ ଗୁରୁକୁଲ’ ଓ ‘ଇଣ୍ଡିଆନ୍‌ ଆଇଡଲ୍‌’ପରି ରିୟାଲିଟି ଶୋ’ ମଧ୍ୟ ହୋଷ୍ଟ କରିଛନ୍ତି।

View this post on Instagram

Simply touched down in #paradise 🏝 💦 👙 @clubmedkani #clubmed #tailormedhappiness #tailormedexperience #clubmedmaldives

A submit shared by means of Mandira Bedi (@mandirabedi) on Jul 22, 2019 at 3:10am PDT



LEAVE A REPLY

Please enter your comment!
Please enter your name here