ଜାତୀୟ ଫିଲ୍ମ ପୁରସ୍କାର ୨୦୧୯: ‘ଅନ୍ଧାଧୁନ୍‌’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ

0
4


ମୁମ୍ବାଇ: ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ବେଷ୍ଟ ଫିଲ୍ମ ଫ୍ରେଣ୍ଡଲି’ ରାଜ୍ୟ ସମ୍ମାନ ମିଳିଛି।

ଶ୍ରେଷ୍ଠ ଅଭିନେତା: ଆୟୁଷ୍ମାନ୍‌ ଖୁରାନା(ଫିଲ୍ମ-ଅନ୍ଧାଧୁନ୍‌), ଭିକି କୌଶଲ୍‌(ଫିଲ୍ମ-ଉରି)

ଶ୍ରେଷ୍ଠ ଅଭିନେତ୍ରୀ: କୀର୍ତ୍ତି ସୁରେଶ(ଫିଲ୍ମ-ମହାନତୀ)

ଶ୍ରେଷ୍ଠ ନିର୍ଦ୍ଦେଶକ: ଆଦିତ୍ୟ ଧର୍‌(ଫିଲ୍ମ-ଉରି)

ଶ୍ରେଷ୍ଠ ଫିଚର ଫିଲ୍ମ: ଗୁଜରାଟୀ ଫିଲ୍ମ ‘ହଲ୍ଲାରୋ’

LEAVE A REPLY

Please enter your comment!
Please enter your name here