କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର ରିଲିଜ୍

0
3


ମୁମ୍ବାଇ :  ରିଲିଜ ହୋଇଛି  ଅପ୍‌କମିଂ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର। ଏଥିରେ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ସୀତା ଭୂମିକାରେ ନଜର ଆସିବେ।

ଆୟୁଷ୍ମାନଙ୍କ ଧମାକାଦାର ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ଏହା ମନୋରଞ୍ଜନର ବେଶ ଖୋରାକ ଯୋଗାଇଛି। ରାମ ଲୀଳାରେ ଆୟୁଷ୍ମାନଙ୍କ ଏଣ୍ଟ୍ରି ପରେ ହଙ୍ଗାମା ହେଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଜବରଦସ୍ତ କମେଡି ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ ସେପ୍ଟେମ୍ବର ୧୩ରେ ସ୍କ୍ରିନକୁ ଆସିବାର ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here