ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ

0
17


ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ ହୋଇଯାଇଛି।  ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି ‘ମିଷ୍ଟର ମଜନୁ’।  ଏଥିରେ ମୁଖ୍ୟ ଭୂମିକାରେ ନାୟକ ଭାବେ ବାବୁସାନ ଥିବା ବେଳେ ତାଙ୍କ ବିପକ୍ଷରେ ସୁରମୟୀ, ଦିବ୍ୟା ଓ ଶୀତଲ ରହିଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଭୁବନେଶ୍ୱର ଆରସିଏମ୍‌ ଜଗନ୍ନାଥ ମନ୍ଦିରରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here