ଆଜି ପରଦାକୁ ଆସୁଛି ବଲିଉଡ୍ ମୁଭି ‘ସାହୋ’

0
8


ମୁମ୍ୱାଇ : ଆଜି ପରଦାକୁ ଆସୁଛି ‘ବାହୁବଳି’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ମୁଭି ‘ସାହୋ’। ବଡ଼ ବଜେଟ ଓ ବଡ଼ ଷ୍ଟାରକାଷ୍ଟକୁ ନେଇ ନିର୍ମିତ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ  ସିନେପ୍ରେମୀ  ଓ ପ୍ରଯୋଜନା ସଂସ୍ଥା।

ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଏହା ପ୍ରଥମ ବଲିଉଡ୍ ମୁଭି। ଏହାକୁ ସୁଜିତ ରେଡ୍ଡି ନିର୍ଦ୍ଦେଶନା ଦେଇଛନ୍ତି। ବି-ଟାଉନ ଡିଭା ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ପ୍ରଭାସ।

ପୂର୍ବରୁ ଏହି ଆକ୍ସନ ଥ୍ରୀଲର ଫିଲ୍ମର ଟିଜର, ଟ୍ରେଲର ଓ  ଗୀତ ‘ସାଇକୋ ସେୟାଁ’ ବେଶ୍ ଚର୍ଚ୍ଚା ସାଉଁଟିଥିବାରୁ ବକ୍ସ ଅଫିସରେ ରେକର୍ଡ କଲେକ୍ସନ କରିବ ବୋଲି ସିନେ ସମୀକ୍ଷକ ଆଶା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here