ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ…

0
14


ନୂଆଦିଲ୍ଲୀ: ବିରାଟ କୋହଲି ଏବେ ଟିମ୍‌ ଇଣ୍ଡିଆ ସହ ୱେଷ୍ଟ ଇଣ୍ଡିଜ୍‌ରେ। ଏବେ କ୍ରିକେଟ ପ୍ରେମୀଙ୍କ ମୁହଁରେ କୋହଲିଙ୍କର ବେଶ ପ୍ରଶଂସା । କାରଣ ଆଜିକାଲି ବେଶ ଭଲ ରନ୍‌ସ୍କୋର କରୁଛନ୍ତି ସେ । ୱେଷ୍ଟଇଣ୍ଡିଜ୍‌ରେ ବି ଅଛନ୍ତି ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଏନ୍‌କରେଜ କରିବା ପାଇଁ।

ତେବେ ଅନୁଷ୍କା ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ତଳେ ଅନୁଷ୍କା ଲେଖିଛନ୍ତି ‘ସନ୍‌ କିସ୍‌ଡ ଆଣ୍ଡ ବ୍ଲେସ୍‌ଡ’। ବିରାଟ ମଧ୍ୟ ଇମୋଜି ଜରିଆରେ ଏହି ଫଟୋର ବେଶ ପ୍ରଶଂସା କରିଛନ୍ତି।

ଅନୁଷ୍କାଙ୍କ ଏହି ଫଟୋକୁ ୧୦ ଲକ୍ଷରୁ ଅଧିକ ଲାଇକ୍ସ ମିଳିଛି। ଏହି ଫଟୋ ସୋଶାଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି।

ଅନୁଷ୍କାଙ୍କ ପାଖରେ ଏବେ ଆଉ କୌଣସି ପ୍ରୋଜେକ୍ଟ ନାହିଁ। ତେଣୁ ଏଇ ଫୁରସତ୍‌ ସମୟ ସେ ବିରାଟଙ୍କ ସହ କଟାଉଛନ୍ତି।

LEAVE A REPLY

Please enter your comment!
Please enter your name here